27.1 C
Bhubaneswar
Thursday, April 25, 2024
Homeବିଜିନେସ୍ହ୍ୱାଟସଆପରେ ଆସିବାକୁ ଥିବା ଏହି ନୂଆ ଫିଚରରେ ଚାଟିଂ ହେବ ଆହୁରି ମଜାଦାର

ହ୍ୱାଟସଆପରେ ଆସିବାକୁ ଥିବା ଏହି ନୂଆ ଫିଚରରେ ଚାଟିଂ ହେବ ଆହୁରି ମଜାଦାର

ନୂଆଦିଲ୍ଲୀ: ହ୍ୱାଟସଆପ ବ୍ୟବହାରକାରୀ ଅଭିଜ୍ଞତା ବଢାଇବା ପାଇଁ ଅନେକ ପ୍ରକାର ନୂଆ ଫିଚର୍ସ ଆଣିଥାଏ । ପ୍ରତି ନୂଆ ଅପଡେଟ ସହିତ ହ୍ୱାଟସଆପ ନିଜ ଗ୍ରାହକଙ୍କ ପାଇଁ ଉପଯୁକ୍ତ ଫଙ୍କସନାଲିଟି ସାମିଲ କରିବା ପାଇଁ ଚେଷ୍ଟ କରୁଛି । ଜଲଦି କିଛି ନୂଆ ଫିଚର୍ସ ହ୍ୱାଟସଆପ ଗ୍ରାହକଙ୍କୁ ଦେଖିବାକୁ ମିଳିବ । ଆସିବାକୁ ଅଛି ହ୍ୱାଟସଆପ ମଲ୍ଟି ଡିଭାଇସ ଫିଚର  ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ କୁ ସପୋର୍ଟ କରିବ । ଏହି ଫିଚର ପାଇଁ ଅନେକ ଉପଭୋକ୍ତା ଦାବି କରୁଛନ୍ତି । ହ୍ୱାଟସଆପ ମଲ୍ଟି ଡିଭାଇସ ଫିଚରକୁ ନେଇ ଉପଭୋକ୍ତାଙ୍କ ମନରେ ସନ୍ଦେହ ଥିଲା ଯେ, ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ସହିତ ଆସିବ ନା ନାହିଁ ।
ହ୍ୱାଟସଆପ ର ଲାଟେଷ୍ଟ ବିଟା ଭର୍ସନ ରେ ଆଣ୍ଡ୍ରଏଡ ଆପ ଫଣ୍ଟରୁ ଗ୍ରୀନ କଲର ଏକ୍ସେଣ୍ଟ ହଟାଇ ଦେଇଥିଲା । ଏହା ସ୍ଥାନରେ ବ୍ଲୁ ସେଡ୍‌  ନେଇଛି । ଏହାକୁ ବିଟା ଭର୍ସନରେ ଦେଖାଯିବ । ତେବେ ହ୍ୱାଟସଆପ ଆଣ୍ଡ୍ରଏଡ ଆପ୍ର ବିଟା ଭର୍ସନ  ପାଇଁ ଷ୍ଟିକର ସର୍ଚ୍ଚ କରିବା ଅପ୍ସନ ବି ଆଣୁଛି । ଏହି ନୂଆ ଫିଚରର ସପୋର୍ଟ ଆଇଓଏସ ଡିଭାଇସ ପାଇଁ ବି ଜାରି ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking