37.1 C
Bhubaneswar
Thursday, May 21, 2026
Homeଓଡିଶାଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଏଆରସିଏସ ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଏଆରସିଏସ ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ

ବଲାଙ୍ଗୀର: ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ ARCS ଅଫିସର ଜଣେ ପୂର୍ବତନ କର୍ମଚାରୀଙ୍କ ବକେୟା ଦରମା କରାଇ ଦେବାକୁ ଲାଞ୍ଚ ନେଉଥିଲେ । ଏକ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିବା ବେଳେ ଗୁରୁବାର ଅନୀଲ ପଣ୍ତା ପିଅନ ହରେକୃଷ୍ଣ ମାଝୀଙ୍କ ଠାରୁ ଆକାଉଣ୍ଟ ପେମେଣ୍ଟ ମାଧ୍ୟମରେ ୭୦ ହଜାର ଟଙ୍କା ନେଉଥିଲେ । ଏହି ସମୟରେ ମାଡିବସିଲା ଭିଜିଲାନ୍ସ ବିଭାଗ । ଧରାପଡ଼ିବା ପରେ ଦୁଇଜଣଙ୍କୁ ଭିଜଲାନ୍ସ ଟିମ୍ ବଲାଙ୍ଗୀର ଆଣୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking