ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରୁ +୨ ସିଟ୍ ବଢାଇବାକୁ ନିଷ୍ପତ୍ତି । ପ୍ରେସମିଟକ କରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ । ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍ ବଢିବ । ଆବଶ୍ୟକତାକୁ ଦେଖି ସିଟ୍ ବଢାଇବାକୁ ବିଭାଗ ପକ୍ଷରୁ ସୂଚନା । ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା ହୋଇଥିବା ସୂଚନା ।