28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭିଜିଲାନ୍ସ ଜାଲରେ ଏସଡିଏମଓ

ଭିଜିଲାନ୍ସ ଜାଲରେ ଏସଡିଏମଓ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଏସଡିଏମଓ । ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏସଡିଏମଓ । ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ । ଅସ୍ତ୍ରୋପଚାର ପାଇଁ ରୋଗୀ ସଂପର୍କୀୟ ଠାରୁ ନେଉଥିଲେ ଲାଂଚ । ୫୫୦୦ ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଭିଜିଲାନ୍ସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ  । ଲାଂଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏହା ସହ ଆୟ ବର୍ହିଭୂତ ସମ୍ପତି ଅଭିଯୋଗ ଥିବାରୁ ତାଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସ୍ଥାନରେ ଚଢାଉ ଜାରି କରାଯାଇଛି । ପୂର୍ବରୁ ଅନେକ ଥର ଉଚ ପଦସ୍ଥ ଅଧିକାରୀ ମାନେ ଲାଞ୍ଚ ନେଇ ଧରା ପଡିଛନ୍ତି । 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking