27.1 C
Bhubaneswar
Friday, July 11, 2025
Homeଓଡିଶାବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ଜନ୍ମମାଟି ଆଠଗଡ଼ କଖଡିରେ ସମ୍ପନ୍ନ ହେଲା...

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ଜନ୍ମମାଟି ଆଠଗଡ଼ କଖଡିରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଆଠଗଡ: ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ଜନ୍ମମାଟି ଆଠଗଡ଼ କଖଡିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।ଗତକାଲି ମୃତଶରୀରକୁ ଜନ୍ମମାଟି ଆଠଗଡ଼ କଖଡି ଗ୍ରାମକୁ ଅଣାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶରୀରକୁ ବିଳମ୍ବିତ ରାତିରେ ସଂସ୍କାର କରାଯାଇଥିବା ଜଣାପଡିଛି।ରୁଚିକା ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢୁଥିଲେ। କାରୁବାକି ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍ ନମ୍ବର ୨୦୧ ରେ ରହୁଥିଲେ ରୁଚିକା। ପ୍ରଥମ ବର୍ଷରେ ପଢୁଥିଲେ ମଧ୍ୟ ୟୁପିଏସସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗତକାଲି ସେ କ୍ଲାସ୍ କରିବାକୁ ଯାଇନଥିବାବେଳେ, ସବୁ ପିଲା ମାନେ କ୍ଲାସ୍ ଗଲା ପରେ ରୁଚିକା ଆତ୍ମହତ୍ଯା କରି ଦେଇଥିଲେ । ରୁଚିକାଙ୍କ ଝୁଲନ୍ତା ମୃତଦେହ ମିଳିବା ସହ ସୁଇସାଇଡ୍‌ ନୋଟ୍‌ ଜବତ  ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking