33.1 C
Bhubaneswar
Saturday, April 27, 2024
Homeଓଡିଶାଦୁଇ ବାଇକ ମୁହାଁମୁହିଁ ; ଜଣେ ମୃତ

ଦୁଇ ବାଇକ ମୁହାଁମୁହିଁ ; ଜଣେ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଖଲିଆଭଟା ନିକଟରେ ଗତ କାଳି ସନ୍ଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ଅନ୍ୟ ଜଣେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ମୃତକ ହେଲେ ଖାଲିଆଭଟା ଗାଁ ର ରଘୁନାଥ ପୁଝାରୀ(୪୨) ଅନ୍ୟ ଜଣେ ମନୋଜ ପୁଝାରି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପୋଲିସ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking