28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗସଡକ ଦୁର୍ଘଟଣାରେ ୨ ଗୁରୁତର

ସଡକ ଦୁର୍ଘଟଣାରେ ୨ ଗୁରୁତର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ଏକ ଅଟୋ ଓ ବାଇକ ଦୁର୍ଘଟଣା । ଦୁର୍ଘଟଣା ରେ ଅଟୋ ଟି ଓଲଟି ପଡିଥିବା ବେଳେ ବାଇକ ଆରୋହି ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାଇକ ଆରୋହି ୨ ଜଣ କୌଣସି ଏକ କାମରେ ହରିଚନ୍ଦନପୁର ଗରୁଡବହଲିରୁ କେନ୍ଦୁଝର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking