32.8 C
Bhubaneswar
Wednesday, June 17, 2026
Homeଓଡିଶାଏଲ୍‌ନିନୋର ପ୍ରଭାବକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଆଶ୍ବସ୍ତି

ଏଲ୍‌ନିନୋର ପ୍ରଭାବକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଆଶ୍ବସ୍ତି

ଭୁବନେଶ୍ୱର :  ଏଲ୍‌ନିନୋକୁ ନେଇ ବିଚଳିତ ହୁଅନ୍ତୁ ନାହିଁ ଚାଷୀ। ଏଲ୍‌ନିନୋର ପ୍ରଭାବକୁ ନେଇ ପୂର୍ବାନୁମାନ ଅନୁଯାୟୀ ରାଜସ୍ବ ମନ୍ତ୍ରୀଙ୍କ ଆଶ୍ବସ୍ଥି। କହିଲେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ। କମ ବର୍ଷା ହେଲେ ପ୍ଲାନ ୨, ୩ ସରକାରଙ୍କର ପ୍ରସ୍ତୁତ ଅଛି । ଆମେ ବିଭିନ୍ନ ବିଭାଗ ସହ ଆଲୋଚନା ଆରମ୍ଭ କରିଛୁ। ସାରା ଦେଶରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି ।ପୂର୍ବାନୁମାନ କହୁଛି ଓଡ଼ିଶାରେ ବେଶି ସମସ୍ୟା ହେବନି। ଆବଶ୍ୟକ ହେଉଥିବା ୧୪୫୨ ସେଣ୍ଟିମିଟର ବର୍ଷାରୁ କମ୍ ହେବ ନାହିଁ। ଯଦି ବି ହେଲା। ସେଥିପାଇଁ କିପରି ଜଳାଶୟ ସଂରକ୍ଷଣ ଏବଂ ଅନ୍ୟାନ୍ୟ ଜଳସେଚନର ପ୍ରକଳ୍ପ ଗୁଡିକୁ ପ୍ରସ୍ତୁତ କରିଯିବ, ସେନେଇ ସବୁ ବିଭାଗ ସହ କଥା ବାର୍ତ୍ତା ସରିଛି। ଚାଷୀ ମାନେ ବିଚଳିତ ହୁଅନ୍ତୁ ନାହିଁ, ସରକାରଙ୍କ ପାଖରେ ପ୍ଲାନ ୨ ଓ ୩ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking