31.1 C
Bhubaneswar
Wednesday, October 7, 2026
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ। ବୁଧବାର ରାଜ୍ୟ ସରକାର ୭ ଜଣ ଆଇଏଏସଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାପାଳ ବଦଳିଛନ୍ତି ସେହିପରି,
୧. ସିଏମଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ।
୨. ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାଶ ହେଲେ ଜିଏ ଆଣ୍ଡ ପିଜି ଅତିରିକ୍ତ ସଚିବ ।
୩. ଅନ୍ୟା ଦାଶ ହେଲେ ନବରଙ୍ଗପୁର ଜିଲ୍ଲାପାଳ
୪. ନୂଆପଡା ଜିଲ୍ଲାପାଳ ହେଲେ ମଧୁମିତା ।
୫. ପ୍ରଦୀପ ନାୟକ ହେଲେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ ।
୬.ଅସନୀ ଏ. ଏଲଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
୭. କସ୍ତୁରୀ ସ’ ଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟ ଅନୁସଚିବ ଦାୟିତ୍ୱ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking