Homeଓଡିଶାଝୁଲନ୍ତା ମୃତଦେହ ଉଦ୍ଧାର ଓଡିଶାକଟକ ଝୁଲନ୍ତା ମୃତଦେହ ଉଦ୍ଧାର By Ona Khabara 21/11/2024 Share FacebookTwitterPinterestWhatsAppLinkedinReddItTelegram ସାଲେପୁର: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ତରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥଇଛି । ଏମିତି ଘଟଣା ଘଟିଛି ସାଲେପୁର ମାଣିତ୍ରି ଗାଁ ରେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ଏ ନେଇ ପୋଲିସର ତଦନ୍ତ ଚାଲିଥିବା ର ସୂଚନା ରହିଛି। Share FacebookTwitterPinterestWhatsAppLinkedinReddItTelegram Previous articleପାଗଳ ମାଙ୍କଡକୁ କାବୁ କଲା ବନ ବିଭାଗNext articleସଞ୍ଜୟ ମଞ୍ଜରେକରଙ୍କ ଉପରେ ବର୍ଷିଲେ ଶାମୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ମୋଦୀଙ୍କ ଜନ୍ମଦିନରେ ରାହୁଲ-ଖଡ଼ଗେଙ୍କ ସମେତ ନବୀନ ମଧ୍ୟ ଜଣାଇଲେ ଶୁଭକାମନା ଦେଶ ବିଦେଶ ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ ଓଡିଶା ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା: ମନ୍ତ୍ରୀ ଓଡିଶା ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’...