29.1 C
Bhubaneswar
Saturday, September 19, 2026
Homeଓଡିଶାମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ: କାଲି ଓଡିଶାରେ ପହଁଚିବ ମୃତଦେହ

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ: କାଲି ଓଡିଶାରେ ପହଁଚିବ ମୃତଦେହ

ଭୁବନେଶ୍ୱର : ମଧ୍ୟପ୍ରଦେଶ ରେଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ବଡ ଅପଡେଟ । ମୃତଦେହର ବ୍ୟବଚ୍ଛେଦ ଜାରି ରହିଛି । ଆଉ ଘଣ୍ଟାକ ମଧ୍ୟରେ ଶେଷ ହେବା ସୂଚନା ମିଳୁଛି । ମୃତଦେହ ଓଡ଼ିଶା ଆଣିବା ନେଇ ଓଡ଼ିଶା-ମଧ୍ୟପ୍ରଦେଶ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ବିମାନ ଯୋଗେ ମୃତଦେହ ଆଣିବାରେ ସମସ୍ୟା, କନେକ୍ଟିଂ ଫ୍ଲାଇଟ୍ ମିଳିବାରେ ବିଳମ୍ବ ହୋଇଛି । ରୋଡ୍ ମାର୍ଗରେ ମୃତଦେହ ଓଡ଼ିଶା ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।  ବରଫ ଦେଇ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତଦେହ ଅଣାଯିବ । ମୃତଦେହ ଆଣିବା ନେଇ ସମସ୍ତ ବ୍ୟବସ୍ଥା ଶେଷ  ହୋଇଛି । ଆସନ୍ତାକାଲି ସନ୍ଧ୍ୟା ୮ଟା ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ମୃତଦେହ। ଏନେଇ ସୂଚନା ଦେଲେ ଓଏସଡି ପ୍ରୀତିଶ ପଣ୍ଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking