30.1 C
Bhubaneswar
Saturday, April 19, 2025
Homeଓଡିଶାବ୍ରଜରାଜନଗର ଆଇଆଇସିଙ୍କ ବଦଳି

ବ୍ରଜରାଜନଗର ଆଇଆଇସିଙ୍କ ବଦଳି

ଝାରୁଗୁଡ଼ା : ବଦଳିରେ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ । ପ୍ରଦ୍ୟୁମ୍ନ ୍‌ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।ଏସ୍‌ଆଇ ଶଷିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସମ୍ବଲପୁର ଝାରସୁଗୁଡ଼ାକୁ ଆସିଲେ ଇନ୍ସପେକ୍ଟର ଧବଳେଶ୍ୱର ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking