27.1 C
Bhubaneswar
Monday, May 11, 2026
Homeଓଡିଶାଏକାବେଳେ ୫ ସିଲିଣ୍ଡର ବିସ୍ଫୋରଣ

ଏକାବେଳେ ୫ ସିଲିଣ୍ଡର ବିସ୍ଫୋରଣ

ବାଲେଶ୍ଵର: ବାଲେଶ୍ଵର ଚାନ୍ଦିପୁର ନାଉପାଳଗଡିରେ ଅଭାବନୀୟ ଘଟଣା ଘଟିଛି। ଏକ ଗ୍ୟାସ୍ ଦୋକାନରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ବେଆଇନ ଭାବେ ଦୋକାନ ଘରେ ଗ୍ୟାସ୍ ସିଲିଣ୍ଡର ରଖାଯାଇଥିଲା। ଅଗ୍ନିକାଣ୍ଡ ଘଟି ୩ରୁ ଅଧିକ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking