33.1 C
Bhubaneswar
Wednesday, July 29, 2026
Homeଓଡିଶାବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା

ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଇବ ନଦୀ କୂଳରେ ପାହାଡ ଗୁମ୍ଫାରେ ଅବସ୍ଥିତ ଜିଲ୍ଲାର ସର୍ବ ପୁରାତନ ଶକ୍ତିପୀଠ ମା ରାମଚଣ୍ଡୀ ମନ୍ଦିର ପ୍ରବଳ ବନ୍ୟା ଯୋଗୁଁ ସମ୍ପୁର୍ଣ୍ଣ ବନ୍ୟା ଜଳରେ ବୁଡିଯାଇଛି । ଫଳରେ ଶ୍ରଦ୍ଧାଳୁମାନଙ୍କୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଛି । ଯେୁଁମାନେ ମାଙ୍କୁ ଦର୍ଶନ ପାଉଛନ୍ତି ପାହାଡ ଉପରେ ପୂଜା କରି ଫେରୁଛନ୍ତି । ମାଙ୍କ ଗୁମ୍ପାକୁ ଯାଉଥିବା ୨ଟି ସିଡିକୁ ଉପରୁ ରାମଚଣ୍ଡୀ ସେବା ସମିତି ତଥା ପୂଜକ ମାନଙ୍କ ପକ୍ଷରୁ ବନ୍ଦ କରାଯାଇଛି । ବନ୍ୟା ଜଳ ବଢିବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking