33.1 C
Bhubaneswar
Wednesday, July 29, 2026
Homeଓଡିଶାବରଗଡ଼ ବିଜେପୁରରେ ସର୍ବାଧିକ ବର୍ଷା ରେକର୍ଡ

ବରଗଡ଼ ବିଜେପୁରରେ ସର୍ବାଧିକ ବର୍ଷା ରେକର୍ଡ

ବରଗଡ଼ : ଗତ ୨୪ ଘଣ୍ଟାରେ ବରଗଡ଼ ବିଜେପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବରଗଡ଼ ବିଜେପୁରରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀର ଅଗଲପୁରରେ ୨୬୪ ମିମି, ସାଲେଭଟ୍ଟାରେ ୨୫୬.୮ ମିଲିମିଟର, ବରଗଡ଼ ବାରପାଲିରେ ୨୫୨ ମିଲିମିଟର, ଗାଇସିଲଟରେ ୨୫୧, ସୋନପୁର ଡୁଙ୍ଗୁରିପାଲିରେ ୨୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୋନପୁର ତରଭାରେ ୨୪୧ ମିଲିମିଟର, ବରଗଡ଼ ଭଟଲିରେ ୨୨୮.୪, କେନ୍ଦୁଝର ତେଲକୋଇରେ ୨୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking