40.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆସନ୍ତା ୧୧ରୁ ଖୋଲିବ ରମାଦେବୀ ବିଶ୍ୱବିଦ୍ୟାଳୟ

ଆସନ୍ତା ୧୧ରୁ ଖୋଲିବ ରମାଦେବୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଆସନ୍ତା ୧୧ ତାରିଖରୁ ରାମାଦେବୀ ବିଶ୍ୱବିଦ୍ୟାଳୟ କ୍ୟମ୍ପସ ଖୋଲିବ । ଏନେଇ ସୂଚନା ଦେଇଛନ୍ତି କୁଳପତି ଅପରାଜିତା ଚୌଧୁରୀ । ଏହି ବିଶ୍ୱବିଦ୍ୟାଳୟରେ ଯୁକ୍ତ ୨ କଲେଜ , ୟୁଜି ଓ ପିଜି ପିଲାଙ୍କ ପାଇଁ ଗୋଟିଏ ସ୍ଥାନରେ କ୍ୟାମ୍ପସ ଥିବାରୁ ସମସ୍ତ କ୍ଲାସରୁମ ସହ ହଷ୍ଟେଲ ଗୁଡିକୁ ବିଶୋଧନ କରାଯାଉଛି । ତେବେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସକୁ ଆସିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ ଓ ଏହାସହ କୋଭିଡ ନିୟମ ପାଳନ ପୁର୍ବକ ପାଠପଢା ହେବ  ବୋଲି ସୂଚାଇଛନ୍ତି କୁଳପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking