28.1 C
Bhubaneswar
Monday, July 1, 2024
Homeଓଡିଶାଟ୍ୱିନ ସିଟିରେ ବର୍ଷା ଓ କୁଆପଥର ମାଡ

ଟ୍ୱିନ ସିଟିରେ ବର୍ଷା ଓ କୁଆପଥର ମାଡ

ଭୁବନେଶ୍ୱର: ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ବିଭିନ୍ନସ୍ଥାନରେ ବର୍ଷା ଓ କୁଆପଥର ମାଡ । ବଊାଙ୍ଗୀର,ମୟୁରଭଞ୍ଜ ଓ ସମ୍ବଲପୁରରେ ବିଜୁଳି ଘଡଘଡି ସହ ଝଡପବନ । ମୟୂରଭଞ୍ଜ୮୧,ବଲାଙ୍ଗୀର ୫୭ କିମି ବେଗରେ ପବନ । ନୟାଗଡ ଓ କନ୍ଧମାଳରେ ବର୍ଷା ସହ କୁଆପଥର ଓ ଝଡତୋଫାନ ଲାଗି ରହିଛି । କୁଆପଥର ମାଡରେ କାଶୀପୁର ଉପରକଞ୍ଜାକଣା ଗାଁର ମହିଳା ଗୁରୁତର ।

କୋଇଡା ବିଡିଓଙ୍କ ଦୁର୍ବ୍ୟବହାର:ଗୃହରେ ଝଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking