30 C
Bhubaneswar
Monday, June 8, 2026
Homeଓଡିଶାକାଲିଠୁ ରାଜ୍ୟରେ ପୁଣି ବର୍ଷା !

କାଲିଠୁ ରାଜ୍ୟରେ ପୁଣି ବର୍ଷା !

ଭୁବନେଶ୍ୱର:  ପଶ୍ଚିମଝଡ ପ୍ରଭାବରେ  ରାଜ୍ୟରେ  କାଲିଠୁ ପୁଣି ବର୍ଷା ଲାଗି ରହିବ । ଓଡିଶାରେ କିଛି ଜିଲ୍ଲାରେ ୨ ଦିନ ଧରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୋଶାଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଶ୍ରୀ ଦାଶ ଟ୍ୱିଟ୍ କରି କହିଛନ୍ତି ଯେ, ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୨୮ ଓ ୨୯ ତାରିଖ ୨ ଦିନ ରାଜ୍ୟରେ ବର୍ଷା ହେବ। ବିଶେଷ କରି ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ବର୍ଷା ହେବା ନେଇ ସୂଚନା ମିଳିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking