30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶରାହୁଲଙ୍କ ବିମାନକୁ ବାରାଣସୀରେ ଅବତରଣ ଅନୁମତି ମିଳିଲାନି

ରାହୁଲଙ୍କ ବିମାନକୁ ବାରାଣସୀରେ ଅବତରଣ ଅନୁମତି ମିଳିଲାନି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରୟାଗରାଜ ଗସ୍ତ ବାତିଲ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ତାଙ୍କର ଚାର୍ଟାଡ ବିମାନକୁ ବାରାଣସୀରେ ଅବତରଣ କରିବାକୁ ଦିଆଯାଇ ନାହିଁ । ଏହାପରେ ରାହୁଲଙ୍କ ଗସ୍ତ ରଦ୍ଦ ହୋଇଛି । କଂଗ୍ରେସ କହିଛି, ରାହୁଲଙ୍କ ବିମାନ କେରଳର ବାୟନାଡରୁ ଯାତ୍ରାରମ୍ଭ କରିଥିଲା ।

ମାତ୍ର ବିଜେପି ବାବତପୁର ବିମାନ ବନ୍ଦରରେ ଏହାକୁ ଅବତରଣ କରିବାକୁ ଦେଇନାହିଁ । ଏଥିରୁ ଜଣାପଡ଼ୁଛି କଂଗ୍ରେସକୁ ନେଇ ବିଜେପି ଭୟଭୀତ ହୋଇପଡ଼ି ବୋଲି କଂଗ୍ରେସ କହିଛି । ମଙ୍ଗଳବାର ରାହୁଲ କମଳା ନେହରୁ ଟ୍ରଷ୍ଟ୍ ବୈଠକରେ ଯୋଗଦେବାର ଥିଲା ।

ମିଚିଗାନ୍ ଷ୍ଟେଟ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୩ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking