27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅର୍ଡିନାରୀ ପାସପୋର୍ଟ ପାଇଁ ରାହୁଲଙ୍କ ଆବେଦନ

ଅର୍ଡିନାରୀ ପାସପୋର୍ଟ ପାଇଁ ରାହୁଲଙ୍କ ଆବେଦନ

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ହେବାପରେ କଂଗ୍ରେସ ନେତା ରାହୁୁଲ ଗାନ୍ଧୀ ବର୍ତ୍ତମାନ ଅର୍ଡିନାରୀ ପାସପୋର୍ଟ ପାଇଁ ଆବେଦନ କରିଥିବା ଜଣାପଡିଛି । ପାସପୋର୍ଟ ପାଇଁ ଆବଶ୍ୟକ ‘ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ’ ପାଇବାକୁ ରାହୁଲ ସ୍ଥାନୀୟ କୋର୍ଟରେ ଆବେଦନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୬କୁ ଧାର୍ଯ୍ୟ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୨୩ରେ ଏକ ମାନହାନି ମୋକଦ୍ଦମାରେ ଦୋଷୀସାବ୍ୟସ୍ତ ହେବାପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା ଏବଂ ସେ ନିଜର ଡିପ୍ଲୋମାଟିକ୍ ପାର୍ସପୋର୍ଟ ଫେରସ୍ତ କରିସାରିଛନ୍ତି । ତେଣଉ ଅର୍ଡିନାରୀ ପାସପୋର୍ଟ ପାଇଁ ରାହୁଲଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking