28.1 C
Bhubaneswar
Tuesday, May 21, 2024
Homeଓଡିଶାକଳିଙ୍ଗନଗର ଅଶାନ୍ତ ହେବାକୁ ଯାଉଛି ବିସ୍ଥାପିତ ମାନଙ୍କ ରଣ ହଙ୍କlର ଅଧିବାସୀ ମଧ୍ୟରେ ଭାଇ ଚାର...

କଳିଙ୍ଗନଗର ଅଶାନ୍ତ ହେବାକୁ ଯାଉଛି ବିସ୍ଥାପିତ ମାନଙ୍କ ରଣ ହଙ୍କlର ଅଧିବାସୀ ମଧ୍ୟରେ ଭାଇ ଚାର ନଷ୍ଟ କରିବାକୁ ନେତା ମାନଙ୍କ ଚାଲେ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଶାନ୍ତ ହେବାକୁ ଯାଉଛି l ବିସ୍ଥାପିତ ସମସ୍ୟା ମୁଣ୍ଡଟେକିଛି ସରକାର ପ୍ରଶାସନ ରାଜ ନେତା ସମାଧାନ ର ବାଟ ବାହାର କରିବା ଉଦ୍ୟମ କରୁ ନାହାଁନ୍ତି l ଅଧିବାସୀ ମଧ୍ୟ୍ୟ ରେ ଦଳୀୟ ମନ ଭାବ ପୁରାଇ ସେମାନଙ୍କ ଏକତା ନଷ୍ଟ କରି ଅଧିବାସୀ ମାନଙ୍କ ହକ କୁ ଛଡାଇ ନେଇ ଶିଳ୍ପ ପତି ମାନଙ୍କୁ ସାହଯ୍ୟ କରି ନିଜର ରାଜନୀତି କ ଚରିତାର୍ଥ ପୂରଣ କରିଚନ୍ତି l ତିନି ପ୍ରମୁଖ ବିଜେଡ଼ି ବିେଜେପି ଓ କଂଗ୍ରେସ ଦଳ ବିସ୍ଥାପିତ ନିଯୁକ୍ତି ପ୍ରଦ୍ୟୁଷଣ ସମସ୍ୟା ପ୍ରତି ଆଖି ବୁଜି ଜୂପୁ ହୋଇ ବସିଛନ୍ତି ନିଳାଚଳ କାରଖାନା ସମ୍ମୁଖ ବିସ୍ଥାପିତ ପରିବାର ଦୁଇ ମାସ ଶୀତ କାକର ଖରା ବର୍ଷା ଖାଇ ଧାରଣା ରେ ବସିଛନ୍ତି l ଜିଲ୍ଲା ପ୍ରଶାସନ ରାଜ ନେତା ନ ଶୁଣିବାରୁ ଅଧିବାସୀ ମଙ୍କ ମଞ୍ଚ ସହ 14ଟି ମଞ୍ଚ ପକ୍ଷ ରୁ କଲିଙ୍ଗ ନଗର ବୀର ଭୂମି ରେ ଅଧିବାସୀ ମାନଙ୍କ ହକ ଓ ବିସ୍ଥାପିତ ନିଯୁକ୍ତି ସମସ୍ୟl କ ନେଇ ଏକ ସଭା କରିଚନ୍ତି କାରଖାନା ରେ ଜମି ବାଡ଼ି ଦେଇ ସର୍ବ ଶାନ୍ତ ହୋଇଛନ୍ତି ଆର ପି ଡି ଏସ ନିୟମ କୁ କାଯ୍ୟ କାରୀ କାରା ଯାଉ ନାହିଁ ଶିଳ୍ପ ପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିବାସୀ ମାରଣ ନୀତି କୁ ସମାଲୋଚନା କାରୀ ଥିଲେ ସେମାନଙ୍କ ସମସ୍ୟା ଓ ଦାବୀ ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନ ରେ କଲିଙ୍ଗ ନଗର ପୁନରାବୃତ୍ତି ହେବା କଲିଙ୍ଗ ନଗର ରେ ନିଆଁ ଜଳିବ ବୋଳି 14ଗୋଟି ସଂଘଠନ ପକ୍ଷ ରୁ ଚେତା ବାଣୀ ଦିଆ ଯାଉଚି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking