30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି ।

ରାଷ୍ଟ୍ରପତି ଗୁଜୁରାଟ ଗସ୍ତକୁ ନେଇ ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭଘାନୀ କହିଛନ୍ତି କି, ଗୁରୁବାର ଅପରାହ୍ନ ରେ ଅହମଦାବାଦ ବିମାନବନ୍ଦରରେ ରାଷ୍ଟପ୍ତି କୋବିନ୍ଦ ଅବତରଣ କରିବେ । ସନ୍ଧ୍ୟା ସମୟରେ ଗୁଜୁରାଟ ହାଇକୋର୍ଟର ଜଜଙ୍କୁ ରାଜଭବନର ଏକ କାର୍ଯ୍ୟକ୍ରମରେ ଭେଟିବେ । ୨୯ ରେ ଭାବାନଗର ସିଟିରେ ପହଁଚିବେ ରାଷ୍ଟ୍ରପତି ଏହାପରେ ସେଠାରେ ମୋରାଇ ବାପୁଙ୍କ ଜନ୍ମଗ୍ରାମ ତାଲଗଜରାଦାକୁ ସେ ଯିବେ । ପୁଣି ୩୦ ତାରିଖରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking