37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗନବୀନଙ୍କୁ ପ୍ରଦୀପ୍ତଙ୍କ ଚିଠି

ନବୀନଙ୍କୁ ପ୍ରଦୀପ୍ତଙ୍କ ଚିଠି

ଭୁବନେଶ୍ୱର: ଓଏଏସ ପରୀକ୍ଷା ପାଇଁ ବୟସ ସୀମା କୋହଳ କରିବାକୁ ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ୨୦୦୦ରୁ ୨୦୧୫ ମସିହା ଯାଏଁ ମାତ୍ର ୩ ଥର ଓଏଏସ ପରୀକ୍ଷା ହୋଇଛି । ୨୦୧୧,୨୦୧୫,୨୦୧୬,୨୦୧୭ର ପରୀକ୍ଷାର୍ଥୀଙ୍କୁ ୨୦୨୦ରେ ପରୀକ୍ଷା ଅନୁମତି ମିଳୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking