29.1 C
Bhubaneswar
Wednesday, May 1, 2024
Homeଓଡିଶାପଦ୍ମ ଧରିଲେ ପ୍ରଭାସ ସିଂହ

ପଦ୍ମ ଧରିଲେ ପ୍ରଭାସ ସିଂହ

ଭୁବନେଶ୍ୱର : ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ । ବରଗଡର ପୂର୍ବତନ ସାଂସଦ ପ୍ରଭାସ ନିକଟରେ ବିଜେଡି ଛାଡିଥିଲେ । ତେବେ ସେ ଏପ୍ରିଲ ୮ ରେ ବିଜେଡି ଛାଡିଥିଲେ । ସେ ନିଜେ ନବୀନ ନିବାସ ଆସି ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking