28.1 C
Bhubaneswar
Thursday, July 3, 2025
Homeଓଡିଶାପୋଲିସ ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ

ପୋଲିସ ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର: ଲାଂଚ ନେବା ମାମଲାରେ ପୋଲିସ ଏଏସଆଇଙ୍କୁ ୨ ବର୍ଷ ଜେଲ । ଜଗତସିଂହପୁର ଜିଲ୍ଲା ଗାରୋଇ ଫାଣ୍ଡି ଏଏସଆଇ ଦୀପ୍ତିରଂଜନ ମହାପାତ୍ର ଜେଲ ଦଣ୍ଡରେ ଦଣ୍ଡିତ । ତଦନ୍ତ ଅଗ୍ରଗତି ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଂଚ ନେଇ ଧରାପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking