ବାଣ ବିସ୍ଫୋରଣ: ୨ ଗୁରୁତର

ଭୁୁବନେଶ୍ୱର: ବାଲିପାଟଣା ଜଇନାବାଦରେ ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୨ ଗୁରୁତର ହୋଇଥିବା ସୂଚନା । ବାଣ ତିଆରି ବେଳେ ଘଟିଲା ବିସ୍ଫୋରଣ । ପହଂଚିଲା ବାଲିପାଟଣା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାର୍ଗବୀ ନଦୀ ପଠାରେ ଥିବା ଏକ ଘରେ ବେଆଇନ ଭାବେ ବାଣ ତିଆରି ହେଉଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ … Continue reading ବାଣ ବିସ୍ଫୋରଣ: ୨ ଗୁରୁତର