31.1 C
Bhubaneswar
Tuesday, May 28, 2024
Homeସ୍ୱାସ୍ଥ୍ୟସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାର୍ଯ୍ୟ କରେ ପୋଦିନା ପତ୍ର

ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାର୍ଯ୍ୟ କରେ ପୋଦିନା ପତ୍ର

ଭୁବନେଶ୍ୱର :  ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ । ପୋଦିନାରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ପୋଦିନାରୁ ଫାଇବର ମିଳିଥାଏ । ଏହାଛଡା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ –ଏ, ଭରପୁର ରହିଛି, ଯାହାକି ଚର୍ମ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଶରରୀର ରଙ୍ଗକୁ ଉଜ୍ଜଳ କରାଏ ପୋଦିନା । ପୋଦିନାରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିଲେ ମୁହଁରେ ଚମକ ଆସିଥାଏ । ମୁହଁରେ କୌଣସି ପ୍ରକାର କଳା ଦାଗର ସମସ୍ୟା ଦେଖାଯାଏ, ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।ଆଖିତଳର କଳା ଦୂର କରିବାରେ ସାହାର୍ଯ୍ୟ କରେ ପୋଦିନା । ଆଖିତଳର କଳା ଦୂର ପାଇଁ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ଏହି ଉପଚାର ପ୍ରତିଦିନ କରିଲେ ଆଖିତଳର କଳା ଦୂର ହୋଇଥାଏ । ମୁହଁରେ ବ୍ରଣ ହୋଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking