32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆଜି ୟୁଏନ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବେ ପିଏମ ମୋଦି

ଆଜି ୟୁଏନ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରିବେ । ଭାରତ ପାଇଁ ସୁରକ୍ଷା ପରିଷଦର କୌଣସି ବୈଠକର ଅଧ୍ୟକ୍ଷତା କରିବାର ଏହା ହେଉଛି ପ୍ରଥମ ସୁଯୋଗ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସମୁଦ୍ରୀ ସୁରକ୍ଷା ରେ ଏକ ପରିଚର୍ଚ୍ଚା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କରାଯିବ । ଏହାର ଅଧ୍ୟକ୍ଷତା କରିବେ ମୋଦି । ତେବେ ପରିଚର୍ଚ୍ଚାର ପ୍ରସଙ୍ଗ ରହିବ, ସାମୁଦ୍ରିକ ସୁରକ୍ଷା ବୃଦ୍ଧି- ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷାର ରକ୍ଷଣାବେକ୍ଷଣ । ଏହାଦ୍ୱାରା ସାମୁଦ୍ରିକ ଅପରାଧ ଓ ଅସୁରକ୍ଷିତତା ବିପଦ ବିରୋଧରେ ଏକଜୁଟ ହୋଇ ପ୍ରଭାବଶାଳୀ ଭାବରେ ରକ୍ଷା ପାଇବାର ଉପାୟ ବିଷୟରେ ଚର୍ଚ୍ଚା ହେବ ।

ପିଏମ ମୋଦୀ ଦେଶର ପ୍ରଥମ ଏମିତି ପ୍ରଧାନମନ୍ତ୍ରୀ ହେବେ, ଯିଏ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ଖୋଲା ଆଲୋଚନା ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକ ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହନ କରିବା ପାଇଁ ତମାମ ବିକଳ୍ପ ଉପରେ ବିଚାର କରିବା ପାଇଁ ଆୟୋଜିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking