26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଗୋଟିଏ ଝଟକାରେ ତାଲିବାନର ୬୦୦ ଆତଙ୍କବାଦଙ୍କୁ ନିପାତ କଲା ଆମେରିକା

ଗୋଟିଏ ଝଟକାରେ ତାଲିବାନର ୬୦୦ ଆତଙ୍କବାଦଙ୍କୁ ନିପାତ କଲା ଆମେରିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ବଢୁଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆମେରିକା ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଆମେରିକା ଆକ୍ରମଣ କରି ଏକ ବଡ ଝଟକା ସ୍ୱରୂପ ତାଲିବାନର ପ୍ରାୟ ୬୦୦ ଆତଙ୍କୀଙ୍କୁ ସଫା କରିଛି । ଏହି ହାମଲାରେ ପ୍ରାୟ ୩୦୦ ଆତଙ୍କବାଦୀ ଆହତ ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ , ଦେଶର ଉତ୍ତର ଭାଗରେ ଆତଙ୍କିମାନଙ୍କର ପ୍ରଭାବ ବିସ୍ତାରିତ ହେବା ସହିତ ସେମାନେ ଅଧିକରୁ ଅଧିକ ସହର ନିଜ ଦଖଲ ନେବା ପ୍ରୟାସ ଜାରି ରଖିଛନ୍ତି । ଗତ ତିନମାସ ମଧ୍ୟରେ ତାଲିବାନ ଆତଙ୍କି ଡଜନ ସଂଖ୍ୟକ ଜିଲା ଏବଂ ସୀମାନ୍ତ ସଡକଗୁଡିକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି ଏବଂ ଆଫଗାନିସ୍ତାନର ପଶ୍ଚିମ ଭାଗରେ ହେରା ଏବଂ ଦକ୍ଷିଣରେ କାନ୍ଦାହାର ସମେତ ବହୁ ପ୍ରାଦେଶିକ ରାଜଧାନୀ ନିଜ ଦଖଲକୁ ନେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking