39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ମତଭେଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା । ଜଣେ ସାମଜିକ କର୍ମୀ ହାଇକୋର୍ଟରେ ଯାଚିକା ଦାଖଲ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି । ସାମାଜିକ କର୍ମୀଙ୍କ ପକ୍ଷରୁ ଦାଖଲ କରଯାଇଥିବା ଯାଚିକାରେ ଦାବି କରାଯାଇଛି ଯେ ତିନି ନେତାଙ୍କ ବିରୁଦ୍ଧରେ ଅରାଜକତା ଓ ସରକାରୀ କାମକୁ ରୋକିବା ପାଇଁ ଦେଶଦ୍ରୋହ ମାମଲା ଦାଏର କରାଯିବା ଉଚିତ । ଠାକରେ ପିତାପୁତ୍ର ଓ ସଞ୍ଜୟ ରାଉତ ଆୟୋଜନ କରୁଥିବା ପ୍ରେସ କନଫରେନ୍ସରେ ବି ଅଦାଲତ ରୋକ ଲଗାଇବା ଉଚିତ ବୋଲି କହିଛନ୍ତି ଯାଚିକାକର୍ତ୍ତା । ଏହି ତିନି ନେତା ସାର୍ବଜନିକ ସ୍ଥାନରେ ଶାନ୍ତି ଭଙ୍ଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking