29.1 C
Bhubaneswar
Monday, August 15, 2022
Homeଓଡିଶାପ୍ରେମ ପାଇଁ ଝିଅ କୁ ମାରିଦେଲା ମା !

ପ୍ରେମ ପାଇଁ ଝିଅ କୁ ମାରିଦେଲା ମା !

ବାଲେଶ୍ୱର : ପ୍ରେମ ସମ୍ପର୍କ ପାଇଁ ନାବାଳିକା ଝିଅକୁ ହତ୍ୟା କଲା ମା । ଗାମୁଛାରେ ତଣ୍ଟି ଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ । ତେବେ ପୋଲିସ ଖୋଳତାଡ କୁ ଡରି ଥାନାରେ ମାର ଆତ୍ମସମର୍ପଣ । ମାର ଆତ୍ମସମର୍ପଣ ପରେ ନାବାଳିକାର ସାବତ ବାପା ଥାନାରେ ଅଟକ । ଗତ ୨୭ ରେ କଂସେଇବାହାଲ ଖଜିଆବାଗରେ ନାବାଳିକାର ମୃତ୍ୟୁ ଘଟିଥିଲା । ଘର ଭିତରୁ ମୃତ ଦେହ ମିଳିବା ପରେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା ।

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ : ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking