31 C
Bhubaneswar
Saturday, June 6, 2026
Homeଦେଶ ବିଦେଶଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ: ଆରବିଆଇ

ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ: ଆରବିଆଇ

ନୂଆଦିଲ୍ଲୀ: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି। ମଲହୋତ୍ରା କହିଛନ୍ତି ଯେ ଏହି ପ୍ରସ୍ତାବ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସୂଚନାଯୋଗ୍ୟ ଯେ, ପୂର୍ୱରୁ ମଧ୍ୟ ପ୍ଲାଷ୍ଟିକ ନୋଟ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେତେବେଳେ ଏହି ପ୍ରୟାସ ସଫଳ ହୋଇପାରି ନଥିଲା।ଭାରତ ଫେବୃଆରୀ ୨୦୧୨ରେ ଦେଶର ୫ଟି ସହର (କୋଚି, ମୈସୂର, ଜୟପୁର, ଭୁବନେଶ୍ୱର ଏବଂ ଶିମଲା) ରେ ପ୍ଲାଷ୍ଟିକର ୧୦ ଟଙ୍କିଆ ନୋଟର ଟ୍ରାଏଲ (ପରୀକ୍ଷଣ) କରିଥିଲା। କିନ୍ତୁ ଏଟିଏମ ଏବଂ କ୍ୟାଶ ମେସିନଗୁଡ଼ିକ ଯୋଗୁଁ ଅନେକ ସମସ୍ୟା ଦେଖାଦେବାରୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking