30.4 C
Bhubaneswar
Sunday, June 7, 2026
Homeଓଡିଶା୨ ନେତାଙ୍କୁ ନିଲମ୍ବନ, ବିଜେଡିରୁ ଗଣ ଇସ୍ତଫା

୨ ନେତାଙ୍କୁ ନିଲମ୍ବନ, ବିଜେଡିରୁ ଗଣ ଇସ୍ତଫା

ଭୁବନେଶ୍ୱର: ବାଲିଗୁଡା ବିଜେଡିରେ ବଡ ହଲଚଲ । ଦଳ ଛାଡିଲେ ଏକାଧିକ ନେତା । ବାଲିଗୁଡା ଏନଏସି ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ବିଜେଡି ଛାଡିଲେ । ବାଲିଗୁଡା ବିଧାୟକଙ୍କୁ ସ୍ୱାଗତ କରିଥିବା ୨ ନେତାଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରାଯାଇଛି । ଡୁମୁଡିବନ୍ଧ, କେ. ନୂଆଗାଁ ଓ ବାଲିଗୁଡା ବ୍ଲକ ଅଧ୍ୟକ୍ଷ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେଡି ସା. ସମ୍ପାଦକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଜାଳି ଇସ୍ତଫା ଦେଲେ ।ବିଜେଡିରୁ ନିଲମ୍ବିତ ବାଲିଗୁଡା ବିଧାୟକଙ୍କୁ ସ୍ୱାଗତ କରିଥିଲେ ଦଳୀୟ ନେତା । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୨ ନେତାଙ୍କୁ ନିଲମ୍ବନ ପରେ ବଢୁଛି ଅସନ୍ତୋଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking