30.1 C
Bhubaneswar
Thursday, May 22, 2025
Homeଓଡିଶାରେଡ୍ କ୍ୟାମ୍ପରେ ପିଙ୍କ୍ ନୋଟ୍‌

ରେଡ୍ କ୍ୟାମ୍ପରେ ପିଙ୍କ୍ ନୋଟ୍‌

ମାଲକାନଗିରି: ମାଲକାନଗିରୀ ମାଓ ସଂଗଠନକୁ ଦୁଇ ହଜାର ଟଙ୍କା ନୋଟ ଭୟ। ଗଛିତ ନୋଟକୁ ବ୍ୟାଙ୍କରେ ଅଦଳ ବଦଳ ପାଇଁ ଛାନିଆ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ମାଓ କ୍ୟାମ୍ପରେ ଦୁଇ ହଜାର ଟଙ୍କା ନୋଟ ବିଡା ବିଡା ରହିଛି। ମାଓ ନେତା ମଲେସ ଠାରୁ ଦୁଇ ମାଓ ସହଯୋଗୀ ୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କା ନୋଟ ବ୍ୟାଙ୍କରେ ଜମା କରିବାକୁ ଆଣିଥିବା ବେଳେ ଗିରଫ ହୋଇଛନ୍ତି। ଗିରଫ ବେଳେ ନଗଦ ୬ ଲକ୍ଷ ଟଙ୍କା ଏବଂ ୧୧ ଟି ବ୍ୟାଙ୍କର ପାସ୍ ବୁକ୍ ଜବତ କରିଛି ପୋଲିସ।DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ସୂଚନା ଦେଇଛନ୍ତି ବିଜାପୁର SP ଅଞ୍ଜନେୟ ବାର୍ଣେୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking