28.1 C
Bhubaneswar
Friday, March 29, 2024
Homeଓଡିଶାକ୍ରାଇମବ୍ରାଞ୍ଚ ଏବେ କ୍ରିମିନାଲ ବ୍ରାଞ୍ଚ: ନରସିଂହ

କ୍ରାଇମବ୍ରାଞ୍ଚ ଏବେ କ୍ରିମିନାଲ ବ୍ରାଞ୍ଚ: ନରସିଂହ

ଭୁବନେଶ୍ୱର: ଚାର୍ଜସିଟ୍ ଦାଖଲ ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ଏବେ କ୍ରାଇମ ବ୍ର୍ରାଞ୍ଚ ଏବେ କ୍ରାଇମବ୍ରାଞ୍ଚ ନୁହେଁ,କ୍ରିମିନାଲ ବ୍ରାଞ୍ଚ ପାଲଟିଛି । ଗୃହରେ ମନ୍ତ୍ରୀଙ୍କ ବୟାନ ସତ୍ତ୍ୱେ ଷଡଯନ୍ତ୍ର ଉପରେ କାହିଁକି ତଦନ୍ତ ହୋଇନି । ମନ୍ତ୍ରୀଙ୍କ ବୟାନ ସତ୍ତ୍ୱେ ଷଡଯନ୍ତ୍ରର ଦଫା କାହିଁକି ଲଗାଯାଇନି । ଷଡଯନ୍ତ୍ର ଏଭଳି ପ୍ରସ୍ତୃତ ଯେ ଉଭୟ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ଖସିଯିବେ । ନବଙ୍କ ପରିବାର ଲୋକେ ଜାଣିଥିବେ ସେମାନେ କାହିଁକି ଚୁପ ବୋଲି ଆଗରୁ କହୁଛି,ଏବେବି କହୁଛି ୨ ମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଥିଲା ।

ଡର କିମ୍ବା ଥଣ୍ଡା ଲାଗିଲେ କାହିଁକି ଟାଙ୍କୁରି ଉଠେ ଲୋମ? ଜାଣନ୍ତୁ କାରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking