29.1 C
Bhubaneswar
Friday, July 19, 2024
Homeମେଘାଳୟ ବିଧାନସଭା ନିର୍ବାଚନମେଘାଳୟରେ ଚିତ୍ର ଅସ୍ପଷ୍ଟ

ମେଘାଳୟରେ ଚିତ୍ର ଅସ୍ପଷ୍ଟ

ବ୍ୟୁରୋ: ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମେଘାଳୟର ଚିତ୍ର ଅସ୍ପଷ୍ଟ । ଏଯାବତ୍ କୌଣି ଦଲ ଛୁଇଁ ନାହାଁନ୍ତି ମ୍ୟାଜିକ୍ ନମ୍ବର । ମେଘାଳୟରେ ଏନ୍‌ପିପି-୨୬, ବିଜେପି ୮ଟି ଆସନରେ ଆଗୁଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking