26.1 C
Bhubaneswar
Wednesday, November 4, 2026
Homeଓଡିଶାସ୍ଥାନାନ୍ତର ହେବେ ପାହାଡ ପାଖ ଲୋକ

ସ୍ଥାନାନ୍ତର ହେବେ ପାହାଡ ପାଖ ଲୋକ

ଭୁବନେଶ୍ୱର: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ପ୍ଲାନ । ଗିଡିପାବଲି ଭୂସ୍ଖଳନ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ପାହାଡ ଉପରେ ଓ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । କନ୍ଧମାଳ , ଗଜପତିରେ ଶହ ଶହ ପାହାଡ ସହ ଅନେକ ଭୂସ୍ଖଳନ ପଏଣ୍ଟ ରହିଛି । ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ କହିଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତଳେ ଥିବା ଗାଁରେ ନୂଆ ବସ୍ତି ଓ ଘର କରି ଯୋଗାଇ ଦେବେ ସରକାର । କେତେ ଲୋକ ପାହାଡ ଉପରେ ଓ ତଳେ ଅଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି । ସମସ୍ୟାର ସମାଧାନ ପାଇଁ ଉତ୍ତର- ପୂର୍ବ ରାଜ୍ୟକୁ ଯାଇଥିଲେ ଅଧିକାରୀ ଟିମ । ଗିଡିପାବାଲିରେ ଯେତିକି ଲୋକ ବଞ୍ଚିକି ଆସିବେ ସେମାନଙ୍କୁ ଘର ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking