26.1 C
Bhubaneswar
Sunday, July 6, 2025
Homeଓଡିଶାକଲଭଟ ଉପରେ ଚଢିଗଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଲଭଟ ଉପରେ ଚଢିଗଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୀଳଗିରି: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ କଲଭଟର ଉପରେ ଚଢିଗଲା ଯାତ୍ରୀବାହୀ ବସ ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସୂଚନା ମୁତାବକ ନୀଳଗିରି ଏନଏସି ଅଧୀନ ଘାଟଘର ସାହି ଛକ ନିକଟରେ ବାସୁଦେବ ନାମକ ଯାତ୍ରୀବାହି ବସଟି ଭୁବନେଶ୍ବରରୁ ଯାତ୍ରୀମାନଙ୍କୁ ନେଇ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଧଶିଯାଇଥିବା ବେଳେ ବସଟି ଅଳ୍ପକେ ଓଲଟିବାରୁ ବର୍ତ୍ତିଯାଇଛି। କୁହୁଡି ଓ ରାସ୍ତା କାର୍ଯ୍ୟ ଚାଲୁରହିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବାର ବସ ଯାତ୍ରୀମାନେ କହିଛନ୍ତି । ବସରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking