29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଜମିରେ ପଡିଛି ପ୍ୟାରସୁଟ

ଜମିରେ ପଡିଛି ପ୍ୟାରସୁଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏମ୍ପିଭି 83 ଗ୍ରାମରେ ଆଜି ଏକ ପାରାସୁଟ ଉଡି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏକ ଜମିରେ ଏହି ପ୍ୟାରସୁଟ ଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ପ୍ୟାରସୁଟ ରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ରହିଚି । ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେନେଇ କୌଣସି ଖବର ନଥିବା ବେଳେ ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ପ୍ୟାରସୁଟ କୁ ଦେଖି ଲୋକେ ସ୍ତମ୍ବୀଭୁତ ହୋଇ ରହିଛନ୍ତି । ଘଟଣା ସ୍ଥଳରେ ମୋଟୁ ପୋଲିସ ଓ ଅଗ୍ନିସମ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking