28.1 C
Bhubaneswar
Tuesday, May 5, 2026
Homeଓଡିଶାପପୁ ସବୁ ଜାଣିଥିଲା: ହ୍ୟୁମାନଙ୍କ ମା’

ପପୁ ସବୁ ଜାଣିଥିଲା: ହ୍ୟୁମାନଙ୍କ ମା’

ଭୁବନେଶ୍ୱର: ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉ ନଥିଲା । ପ୍ରୋଗ୍ରାମ ବୁକ୍ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା । ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା । ୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ୱରରେ ପ୍ରୋଗ୍ରାମ କରାଯାଇଥିଲା । ୧୧ ତାରିଖରେ ତାକୁ ହସ୍ପିଟାଲ୍ ନେଇ କିଛି ସମୟ ପରେ ଅଣାଯାଇଥିଲା । ୧୨ ତାରିଖରେ ୧୦୩ ଜ୍ୱର ଥାଇ ବି ପ୍ରୋଗ୍ରାମ ରଖାଯାଇଥିଲା । ଆଉ ସେହି ପପୁ ଆସି ତାକୁ ହସ୍ପିଟାଲ ନେଇଥିଲା । ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏତେ ଅସୁସ୍ଥତା ସତ୍ତ୍ୱେ ମୋତେ କିଛି ବି ଅବଗତ କରାଯାଇ ନଥିଲା ।

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ: ପ୍ରେମ ଆନନ୍ଦ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking