ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ: ପ୍ରେମ ଆନନ୍ଦ
ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରେମ ଆନନ୍ଦ । କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା । ହ୍ୟୁମାନଙ୍କ ଶାରୀରିକ ଅସୁସ୍ଥତା ମୋତେ କଷ୍ଟ ଦୋଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାକୁ ନେଇ କରିଛନ୍ତି ପ୍ରଶ୍ନ । ହ୍ୟୁମାନଙ୍କ ମାଙ୍କୁ ଗାଳିଗୁଲଜ କରିବା ଠିକ ନୁହେଁ ।ଗୋଟିଏ ବୋଲି … Continue reading ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ: ପ୍ରେମ ଆନନ୍ଦ
Copy and paste this URL into your WordPress site to embed
Copy and paste this code into your site to embed