29.1 C
Bhubaneswar
Sunday, May 19, 2024
Homeଓଡିଶାପଦ୍ମପୁର ଉପନିର୍ବାଚନ କାଉଣ୍ଟ: ୧୧ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

ପଦ୍ମପୁର ଉପନିର୍ବାଚନ କାଉଣ୍ଟ: ୧୧ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର : କିଏ ହାତେଇବ ପଦ୍ମପୁର? ଆରମ୍ଭ ହୋଇଯାଇଛି ଭୋଟ ଗଣତି । ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷ।। ସିଂହ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଅନୁମାନ କରାଯାଉଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବ୍ୟାକ୍‌ପୁଟ୍‌ରେ ରହିଯାଇଛନ୍ତି । ଦଶମ ରାଉଣ୍ଡ ଗଣତି ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୨୧,୩୫୧ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୫୯୪୧୬ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହୀତ ୩୮୦୬୫ ଭୋଟ୍ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ୨୦୮୫ ଭୋଟ ପାଇଛନ୍ତି ।

୧୧ ରାଉଣ୍ଡ :
ବିଜେଡି : ୫୯୪୧୬
ବିଜେପି : ୩୮୦୬୫
କଂଗ୍ରେସ : ୨୦୮୫
ବିଜେଡି ୨୧,୩୫୧ ଭୋଟରେ ଆଗୁଆ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking