33.1 C
Bhubaneswar
Tuesday, October 6, 2026
Homeଓଡିଶାମାଆ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୫ ଲକ୍ଷରୁ ଅଧିକ ଟଙ୍କା

ମାଆ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୫ ଲକ୍ଷରୁ ଅଧିକ ଟଙ୍କା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ହୁଣ୍ଡି ଗଣତି ହୋଇଛି । ଦୀର୍ଘ ଦିନ ପରେ ଖୋଲାଯାଇଥିବା ୫ଟି ହୁଣ୍ଡିରୁ ମିଳିଛି ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା । ଏଥିସହ ୩ଟି ବିଦେଶୀ ନୋଟ୍ ଓ ୭ଟି ବିଦେଶୀ କଏନ୍ ମିଳିଛି । ସୁନା ଆଖି, ରୂପା ଆଖି ସହ ସୁନା ଓ ରୂପା ଅଳଙ୍କାର ମଧ୍ୟ ହୁଣ୍ଡିରୁ ବାହାରିଛି । ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଦିନ ପରେ ଖୋଲିଥିଲା ୫ଟି ହୁଣ୍ଡି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରାଙ୍କ ଉପସ୍ଥିତିରେ ହୋଇଥିଲା ଗଣତି କାର୍ଯ୍ୟ । ଗଣତି ପରେ ହୁଣ୍ଡିରୁ ମୋଟ ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking