38.1 C
Bhubaneswar
Friday, May 3, 2024
Homeଓଡିଶାଆମ ଭୋଟ୍ ବିଜେଡିକୁ ପଳେଇଲା: ତାରା

ଆମ ଭୋଟ୍ ବିଜେଡିକୁ ପଳେଇଲା: ତାରା

ଭୁବନେଶ୍ୱର: କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ । ଝାରସୁଗୁଡାରେ ଯେପରି ଖର୍ଚ୍ଚ ହେଉଥିଲା ଜିତିବା ସମ୍ଭବପର ନଥିଲା । ନବ ବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀମାନେ ବିଜେଡିକୁ ପଳାଇଲେ । ଏହି ଉପନିର୍ବାଚନରେ ଆମ ଭୋଟ୍ ବିଜେଡିକୁ ପଳାଇଛି । ଟଙ୍କା ନଥିଲେ ୯ ଜଣ ବିଧାୟକ ଯାଇ କଣ କରିଥାନ୍ତେ? ୪୦ ହଜାର ଆଶା, ୪ ହଜାରରେ ଅଟକିଲା ଏହା ହେଉଛି ଆମ ଦୁର୍ଭାଗ୍ୟ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି  ।

କର୍ଣ୍ଣାଟକ ନିର୍ବାଚନରେ ସାଥ ଦେଲା ଭାରତ ଯୋଡ ଯାତ୍ରା: ଅଶୋକ ଗେହଲେଟ୍‌

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking