26.1 C
Bhubaneswar
Tuesday, July 28, 2026
Homeଓଡିଶାଓଏସଏସଟିଇଟି-୨୦୨୬ ପରୀକ୍ଷା ତାରିଖ ଘୋଷଣା

ଓଏସଏସଟିଇଟି-୨୦୨୬ ପରୀକ୍ଷା ତାରିଖ ଘୋଷଣା

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।ବିଏସଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଏସଏସଟିଇଟି-୨୦୨୬ ପରୀକ୍ଷା ସେପ୍ଟେମ୍ବର ୩୦, ୨୦୨୬ (ବୁଧବାର) ଦିନ ଗୋଟିଏ ସିଟିଂରେ ହେବ। ପେପର-୧ ଓ ପେପର-୨ ଉଭୟ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ବୋର୍ଡ ସୂଚନା ଦେଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ ଏବଂ ଅନଲାଇନ ଆବେଦନ ପଞ୍ଜିକରଣର ସମୟସୂଚୀ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking