33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଓଡିଆ ଅଫିସର ଚଣ୍ଡିପ୍ରସାଦ ମହାନ୍ତି ସେନା ଉପମୁଖ୍ୟ

ଓଡିଆ ଅଫିସର ଚଣ୍ଡିପ୍ରସାଦ ମହାନ୍ତି ସେନା ଉପମୁଖ୍ୟ

ଭୁବନେଶ୍ୱର: ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ ଦାୟିତ୍ୱ । ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ । ପ୍ରଥମ ଓଡିଆ ଭାବେ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ହେବେ । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି । ଏବେ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡର ଅଛନ୍ତି ଏଲଜି ଚଣ୍ଡିପ୍ରସାଦ ମହାନ୍ତି । ତାଙ୍କ ଘର ହେଉଛି ଜଗତସିଂହପୁର ଜୟବଡ । ଦାଇତ୍ୱ ନେବା ପରେ ତାଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ରହିବ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଅନ୍ୟପଟେ ଭାରତ-ଚୀନ ତିକ୍ତତା।  ସେନା ଦିବସ ଅବସରରେ ତିନି ସେନା ପାରଦର୍ଶିତାକୁ ଦେଖିଥିଲା ସାରା ଦେଶ। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking