38.1 C
Bhubaneswar
Friday, April 26, 2024
Homeଓଡିଶାଅନ୍ ଲାଇନ୍ ରେ କ୍ଲାସ୍ ଦେବେ ଶିକ୍ଷକ

ଅନ୍ ଲାଇନ୍ ରେ କ୍ଲାସ୍ ଦେବେ ଶିକ୍ଷକ

ଭୁବନେଶ୍ଵର: ରାଜ୍ୟରେ ଅଗଷ୍ଟ ୪ରୁ ୫ ଦିନ ଧରି ଶିକ୍ଷକମାନଙ୍କୁ ଅନଲାଇନ୍ ତାଲିମ ଦିଆଯିବ । ୧୦୧ ଉତ୍କର୍ଷ ବିଦ୍ୟାଳୟ ଓ ଶିକ୍ଷକ, ଶିକ୍ଷା କଲେଜ ଶିକ୍ଷକମାନେ ତାଲିମ ନେବେ । ସବୁ ଜିଲ୍ଲାରୁ ଗୋଟିଏ ଲେଖାଏଁ +୨ କଲେଜ ଶିକ୍ଷକଙ୍କୁ ତାଲିମ ଦିଆଯିବ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳ ଶୂନ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଥାହେବେ ।
ତେବେ ଏଥର ୩୧ ସ୍କୁଲର ସବୁ ଛାତ୍ର ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ୨ ଦିନ ଭିତରେ +୨ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମୀର ଦାଶ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking