38.1 C
Bhubaneswar
Tuesday, April 23, 2024
Homeଓଡିଶାକଳା କନା ବୁଲେଇଲେ ଲୁଟେରା

କଳା କନା ବୁଲେଇଲେ ଲୁଟେରା

ଭୁବନେଶ୍ଵର: ରାଜଧାନୀରେ ମାତିଲେ ଲୁଟେରା । ୟୁନିଟ ୩ ଅଞ୍ଚଳରେ ଜଣେ ବ୍ୟକ୍ତଙ୍କ ଘରୁ ଚୋରି ଅଭିଯୋଗ । ମେନ ଗେଟ ଓ ଘର ତାଲା ତାଡି କଳା କନା ବୁଲେଇଦେଲେ ଦୁର୍ବୃତ୍ତ । ସୂଚନାନୁସାରେ, କିଛିଦିନ ତଳେ ଭିଜିଲାନ୍ସ ଡିଏସପିଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଝାମ୍ପି ନେଇଥିଲେ । ଏବେ ପୁଣି ୟୁନିଟ-୩ ଅଞ୍ଚଳରେ ଦୁର୍ବୃତ୍ତମାନେ ଏକ ସରକାରୀ କ୍ୱାର୍ଟରରୁ ଲୁଟ କରିଛନ୍ତି । ତେବେ ବାରମ୍ୱାର ରାଜଧାନୀରୁ ଏଭଳି ଭାବରେ ଲୁଟ ହେଉଥିବାବେଳେ ରାଜଧାନୀବାସୀ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking