32.5 C
Bhubaneswar
Friday, April 17, 2026
Homeଓଡିଶାଓଡିଶା ନାଗରିକ ମଞ୍ଚ ଏକ ଏକ୍ସପେରିମେଣ୍ଟ: ବିଜୟ

ଓଡିଶା ନାଗରିକ ମଞ୍ଚ ଏକ ଏକ୍ସପେରିମେଣ୍ଟ: ବିଜୟ

ଭୁବନେଶ୍ୱର: ଓଡିଶା ନାଗରିକ ମଞ୍ଚ ଏକ ଏକ୍ସପେରିମେଣ୍ଟ କହିଲେ ବିଜୟ ମହାପାତ୍ର । ଓଡିଶା ନାଗରିକ ମଞ୍ଚ ଓଡିଶାବାସୀଙ୍କ ପାଇଁ ସ୍ୱର ଉଠାଇବ । ବିଜୁ ବାବୁଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲେନି । ତାଙ୍କର ଆଦର୍ଶ , ଲକ୍ଷ୍ୟ ଆମେ ଧରିକି ରଖି ପାରିଲୁ ନାହିଁ । ବିଜୁଙ୍କ ବିୟୋଗରେ ସବୁ ଜାତୀୟ ସ୍ତରର ନେତା ସ୍ୱର୍ଗଦ୍ୱାର ଆସିଥିଲେ । ଏଭଳି ନେତାଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲୁନି । ଆହୁରି ମଞ୍ଚରୁ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜୁଙ୍କ ଘର ଜାତୀୟ ସଂପତ୍ତି, ତାକୁ ଜଣେ ଅଣଓଡିଆ ଟ୍ରଷ୍ଟ କରି ନେଇଯିବେ । ଆମେ ଚୁପ ହୋଇ ବସିବା , ସେବେଠାରୁ ମୁଁ ଚିନ୍ତିତ । ସୂଚନାଥାଉକି, ଆଜି ଓୟୁଏଟିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଅନେକ ପୁରୁଖା ନେତା ବା ବିଜୁ ଲିଗାସୀ ନେତା ସାମିଲ ହୋଇ ଓଡିଶା ନାଗରିକ ମଞ୍ଚ ଗଠନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking