ଭୁବନେଶ୍ୱର: ନରସିଂହଙ୍କ ବୟାନକୁ ପ୍ରୟୋଜକ ସଞ୍ଜୟ ନାୟକଙ୍କ କଡା ବିରୋଧ । ଓଡିଶାକୁ କେହି ଦୁଇ ଭାଗ କରିପାରିବେ ନାହିଁ ବୋଲି କହିଲେ ସଞ୍ଜୟ ନାୟକ । ନରସିଂହ ମିଶ୍ର ଜଣେ ଭଲ ରାଜନେତା ଆଉ ସେ ରାଜନେତା ହୋଇ ରୁହନ୍ତୁ । ପିଲ୍ମ ଭିତରେ ନ ପଶି ରାଜନୀତି କରନ୍ତୁ । କେହି ଚାହିଁଲେ ଓଡିଶାକୁ କେବେ ବି ୨ ଭାଗ କରିପାରିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ନାୟକ ।